ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପାଇଁ ପାଟ୍ରୋଲିଂ ଆରମ୍ଭ

ରାଜନଗର: ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆଜିଠାରୁ ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ କଟକଣା ଜାରି କରାଯାଇଛି। କଇଁଛଙ୍କ ଆଗମନ, ପ୍ରଜନନ ଓ ବସାରେ ଅଣ୍ତା ଦେବା ଏବଂ ଛୁଆ ବାହାରିବା ଯାଏ ନଭେମ୍ବର ୧ରୁ ମେ’ ୩୧ ଯାଏ ଦୀର୍ଘ ୭ମାସ ଧରି ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହି … Continue reading ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପାଇଁ ପାଟ୍ରୋଲିଂ ଆରମ୍ଭ